ଯାଜପୁର:ରବିବାର ଦିନ ଯାଜପୁର ରୋଡ ରେ ପୂର୍ବାଞ୍ଚଳ ଟିକସ ପେଶାଦାର ମାନଙ୍କର ଏକ ଦିବସୀୟ ସମ୍ମିଳନୀ ସ୍ଥାନୀୟ ସଂସ୍କୃତି ଭବନ ରେ ଅନୁଷ୍ଠିତ ହୋଇ ଥିଲା ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ ଏବଂ ସର୍ବ ଭାରତୀୟ ଟିକସ ପେଶାଦାର ସଂଘ ପୂର୍ବାଞ୍ଚଳ ଶାଖା ଏବଂ ନିଖିଳ ଓଡ଼ିଶା ଟିକସ ଓକିଲ ସଂଘ ମିଳିତ ସହଯୋଗ ରେ ଅନୁଷ୍ଟିତ ହେଇ ଥିବା “ଜ୍ଞାନ ଉତ୍ସବ”ସମ୍ମିଳନୀ କୁ ଓଡିଶା ଉଚ୍ଚ ନ୍ୟାୟାଳୟ ର ଜଜ୍ ମାନ୍ୟବର ନାୟମୂର୍ତ୍ତି ମୁରାରି ଶ୍ରୀ ରମଣ ଆନୁଷ୍ଠାନିକ ଭାବେ ପ୍ରଦିପ ଜାଳି ଉଦ୍ଘାଟନ କରି ଛନ୍ତି । ମlନ୍ୟ ବର୍ ଶ୍ରୀ ରମଣ କହିଲେ ଦେଶ ଗଠନ ଓ ସମୃଦ୍ଧି ରେ ଟିକସ ଓକିଲ ମାନଙ୍କ ପ୍ରମୁକ ଭୂମିକା ରହିଛି l ସେମାନେ ଦେଶ ର ଆର୍ଥିକ ବିକାସ କ୍ଷେତ୍ର ରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ତୁଲାଉଛନ୍ତି l କର ଦାତା ମାନକୁ ଟିକସ ପଦlନ କ୍ଷେତ୍ର ରେ ସାହାଯ୍ୟ କରି ଗୁରୁତ୍ଵ ପୂର୍ଣ୍ଣ ଭୂମିକା ତୁଲାଉଛନ୍ତି l ଉକ୍ତ ଦିବସୀୟ କର୍ମଶାଳାରେ ପ୍ରଥମ ଅଧିବେଶନ ରେ ଦ୍ରବ୍ୟ ଓ ସେବା କର ଏବଂ ଆୟକର ର ନୂତନ ବଜେଟ୍ ଏବଂ ନୂତନ ଅୟକର ଆଇନି ଉପରେ ପୁଙ୍ଖlନୁ ପୁଙ୍ଖ ଭାବେ ଆଲୋଚନା କାରା ଯାଇ ଥିଲା ବିଶେଷ ବକ୍ତା ଭାବେ କଲିକତା ରୁ ଖ୍ୟାତନାମା ଦ୍ରବ୍ୟ ଓ ସେବା ଟିକସ ପରାମର୍ଷ ଦାତା ପ୍ରଦୀପ ମୋଦୀ ଏବଂ ଆୟକର ପରାମର୍ଶ ଦାତା କୋଲକତା ର ଆୟୁଷ ଗୋଏଲ ଯୋଗ ଦେଇ ଆଲୋଚନା କରି ଥିଲେ। ଦୂତୀୟ ଅଧିବେଶନ ରେ ଓଡ଼ିଶା ସରକାର ଙ୍କ ସମବାୟ , ବୟନ ଓ ହସ୍ତତନ୍ତ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ , କୋରେଇ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଯୋଗ ଦେଇ ଟିକସ ଓକିଲ ମାନଙ୍କ ଭୁମିକl କର ଦାତା ମାନକୁ ଟିକସ ପଦl ନ କ୍ଷେତ୍ର ରେ ସାହାଯ୍ୟ କରି ଦେଶ ର ସମୃଦ୍ଧି ବୃଦ୍ଧି କରିଥାନ୍ତି l ସନ୍ଧ୍ୟା ରେ ଉଦ୍ ଯାପନ ରେ ସମ୍ବାଦ ଗ୍ରୁପ ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଟିକସ ଓକିଲ ମାନଙ୍କ ସେବା ଓ ଦେଶ ର ଆର୍ଥିକ ଅଭି ବୃଦ୍ଧି କୁ ସl ହକ ଭୂମିକା ତୁଲାଉଛନ୍ତି କର ଦାତା ଓ ସରକାର ଙ୍କ ବିଭନ୍ନ କର ଆଦାୟ କ୍ଷେତ୍ର ରେ ସମ୍ମ ନୟରକ୍ଷା କରି ଗୁରୁତ୍ଵ ପୂର୍ଣ୍ଣ ଭୂମିକା ତୁଲାଉଛନ୍ତି lଆସୋସିଏସନ୍ ର ସଭପତି ଶ୍ରୀଯୁକ୍ତ ବିବେକାନନ୍ଦ ମହାନ୍ତି ଏହି ସମ୍ମିଳନୀ ରେ ସଭାପତିତ୍ବକରି ଥିଲେ l ଧନେସ୍ୱର୍ ବାରିକ ଅଥିଥି ପରି ଚୟ କରି ଥିଲେ ଅନ୍ୟମାନଙ୍କ ମଧ୍ୟରେ ବାର ର ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ,ସହ ଜଡ଼ିତ ସମ୍ପାଦକ ଅଶୋକ କୁମାର ଶର୍ମା, ହେମନ୍ତ କୁମାର ପଥlଳ, ଦୂର୍ବlଦଳ ବସୁ , ଦିଲ୍ଲୀପ କୁମାର ମଲ୍ଲିକ,ଦେବେନ୍ଦ୍ର କୁମାର ପଣ୍ଡା,ରମାକାନ୍ତ ସେଠୀ, ବିଦ୍ୟାଧର ମହାନ୍ତି,ରତିକାନ୍ତ ବେହେରା , ରାଜେନ୍ଦ୍ର ଧୀର ସାମନ୍ତ, ଦିଲ୍ଲିପ କୁମାର ନାୟକ,ରମାକାନ୍ତ ନନ୍ଦ , ସତ୍ୟମ୍ ସତ୍ୟଦର୍ଶି ମହାପାତ୍ର , ପ୍ରଶାନ୍ତ କୁମାର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ lଉକ୍ତ ସମ୍ମିଳନୀରେ ବହୁ ମାନ୍ୟଗଣ ଅତିଥି ଙ୍କ ସହିତ ଓଡିଶା ଓ ଓଡିଶା ବାହାରୁ ଅନେକ ଟିକସ ଓକିଲ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ ଏଵଂ ବ୍ୟବସାୟୀ ପ୍ରତିନିଧି ଯୋଗ ଯୋଗ ଦେଇ ଥିଲେ l










