15.1 C
Bhubaneswar
Wednesday, December 10, 2025
Homeଓଡିଶାଓଏମପିରୁ କନ୍ଦରପୁର ଏଲିଭେଟେଡ୍ କରିଡର୍‌: ଭର୍ତ୍ତୃହରି

ଓଏମପିରୁ କନ୍ଦରପୁର ଏଲିଭେଟେଡ୍ କରିଡର୍‌: ଭର୍ତ୍ତୃହରି

ଭୁବନେଶ୍ୱର: କଟକ ଓଏମପିଠାରୁ କନ୍ଦରପୁର ପର୍ଯ୍ୟନ୍ତ ହେବ ଏଲିଭେଟେଡ୍ କରିଡର୍ । ସୂଚନା ଦେଲେ କଟକ ସାଂସଦ ଭର୍ତ୍ତୁହରି ମହତାବ । କହିଲେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରିଙ୍କ ସହ ଆଲେଚନା ହୋଇଛି । ଖୁବଶୀଘ୍ର ମଞ୍ଜୁରୀ ମିଳିବ । ଡିପିଆର୍ ପ୍ରସ୍ତୁତି ସରିଛି ଏବଂ ଆସନ୍ତା ୩ ମାସରେ କାମ ଆରମ୍ଭ ହେବ । ଏଥିପାଇଁ ୬୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ଭିଡକୁ ଦୃଷ୍ଟିରେ ରଖି ଏଲିଭେଟେଡ୍ କରିଡର୍ ପାଇଁ ନିଷ୍ପତ୍ତି ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking