ବ୍ୟୁରୋ : ପ୍ରତି ଗାଁରେ ହେବ ଓମଫେଡ ଷ୍ଟଲ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । କହିଛନ୍ତି , ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଗୁରୁତ ଦିଆଯାଉଛି । ଓମଫେଡଗୁଡିକର ପୁନର୍ଗଠନ କରାଯିବ । ଗାଁ ଗହଳିରେ ଓମଫେଡର ଚାହିଦା ବଢୁଛି । ତେଣୁ ପ୍ରତି ଗାଁରେ ଷ୍ଟଲ ଖୋଲିବାକୁ ବ୍ୟବସ୍ଥା କରିବୁ ।