ଭଞ୍ଜନଗର: ବଡ ଭାଇର କାଠ ଫଳିଆ ମାଡରେ ସାନ ଭାଇର ଦୁଃଖଦ ମୃତ୍ୟୁ । ତାରାସିଂ ଥାନା ବ୍ରାହ୍ମଣପଦର ଗାଁରେ ଘଟିଛି ହତ୍ୟାକାଣ୍ଡ । ବଚସାରୁ ଉଭୟ ଭାଇଙ୍କୁ ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।