18.1 C
Bhubaneswar
Wednesday, February 4, 2026
Homeଓଡିଶାବିଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବିଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବିନିକା: ବିଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର। ସୁବର୍ଣ୍ଣପୁରଜିଲ୍ଲା ବିନିକା ଥାନା ଅଧୀନ ଦାନୀପାଲି ଓ୍ଵାର୍ଡ ୧ ନିକଟର ଦାନୀ କଟା ହିଡ ତଳେ ଏକ ଧାନ ବିଲରୁ ମିଳିଲା ବୃଦ୍ଧାଙ୍କ ମୃତଦେହ। ମୃତ ବୃଦ୍ଧା ଜଣକୁ ବିନିକା ସହର ମନହରୀପଡ଼ାର ପ୍ରଭାସିନୀ ମଲ୍ଲିକ (୭୦) ବୋଲି ଚିହ୍ନଟ କରାଯାଇଛି। ଦୀର୍ଘ ଦିନ ହେବ ନିଖୋଜ ଥିଲେ। ବୃଦ୍ଧାଙ୍କ ଶରୀରରେ ବସ୍ତ୍ର ନଥିବା ବେଳେ ନାକରେ ରକ୍ତ ବାହାରିବା ସହ ଶରୀରରେ ବିଭିନ୍ନ ସ୍ଥାନରେ ଦାଗ ରହିଛି। ମୃତଦେହ ଉଦ୍ଧାର ପରେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ମୃତ ବୃଦ୍ଧାଙ୍କର ଝିଅ ବାସନ୍ତୀ ମଲ୍ଳିକ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking