26.1 C
Bhubaneswar
Sunday, December 7, 2025
Homeଓଡିଶାପ୍ଲାଟଫର୍ମ ଉପରକୁ ପୁରୁଣା କାନ୍ଥ ଭୁଶୁଡିଛି: ରେଲୱେ

ପ୍ଲାଟଫର୍ମ ଉପରକୁ ପୁରୁଣା କାନ୍ଥ ଭୁଶୁଡିଛି: ରେଲୱେ

କଟକ: କଟକ ଷ୍ଟେସନରେ ଅଘଟଣ ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି । ଏକ ପୁରୁଣା କାନ୍ଥ ପ୍ଲାଟଫର୍ମ ଉପରକୁ ଭୁଶୁଡି ପଡିଛି । ଉପର ସେଡ୍‌ରେ କିଛି ଅଂଶ ଟ୍ରାକ୍ ଉପରେ ପଡିଛି । ଏହି ଅଘଟଣଟି ଅପରାହ୍ନ ୩ଟା ୪୫ରେ ଘଟିଛି । ଯାହାଫଳରେ ଟ୍ରାକ୍ ୧ ଓ ୨ରେ ଯାତାୟତ ବାଧାପ୍ରାପ୍ତ ହୋଇଛି । କେହି ମୃତାହତ ହୋଇନାହାଁନ୍ତି । ୪୫ ମିନିଟ୍ ଭିତରେ ଠିକ୍ ହୋଇଯିବ ।

କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ଛାତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking