21.1 C
Bhubaneswar
Friday, February 6, 2026
Homeଓଡିଶାହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲା କରଞ୍ଜିଆ ରରୁଆଁ ଥାନା କାଶିଆବେଡା ଗାଁରେ ଅଘଟଣ । ଘରେ ପଶି ବୃଦ୍ଧକୁ ଦଳି ମାରି ଦେଇଛି ହାତୀ । ଗୋଠଛଡା ଦନ୍ତା ହାତୀଟି ଘରେ ପଶି ବୃଦ୍ଧଙ୍କୁ ମାରି ଦେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ କରୁଛନ୍ତି । ସଂପୃକ୍ତ ବୃଦ୍ଧଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking