19.1 C
Bhubaneswar
Friday, February 13, 2026
Homeଓଡିଶାଆଜି ଠାରୁ ଓଳାଶୁଣୀ ଗୁମ୍ଫା ମେଳା ଆରମ୍ଭ

ଆଜି ଠାରୁ ଓଳାଶୁଣୀ ଗୁମ୍ଫା ମେଳା ଆରମ୍ଭ

ଯାଜପୁର : ଯାଜପୁର ଜିଲ୍ଲା ତଥା ରାଜ୍ୟ ର ପ୍ରମୁଖ ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମହୋତ୍ସବ ପ୍ରସିଦ୍ଧ ମେଳା ଆଜି ଠାରୁ ଆରମ୍ଭ ହୋଇଛି l ମହା ପୁରୁଷ ଅରକ୍ଷିତ ଦାସ ଙ୍କ ସାଧନା ପିଠ ଓଳାଶୁଣୀ ଗୁମ୍ଫା lସେ ସାଧନା କରି ସିଦ୍ଧି ପ୍ରାପ୍ତ ହେଇ ଥିଲେତାଂକ ନିକଟ ରେ ଜାତି ବେଦ ନ ଥିଲା ମହା ପୁରୁଷ ସନ୍ଥ ଅରକ୍ଷିତ ଦାସ ଥିଲେ ନିର୍ବିକାର ବାଦି ପରମ ବ୍ରହ୍ମ ଙ୍କୁ ସାଧନା କରି ଜାଣି ପାରି ଥିଲେ l ସେହି ମହାନ ସନ୍ଥ ଙ୍କ 188ତମ ବ୍ରହ୍ମ ଲିନ ଦିବସ ମାଘ ମାସ ଏକାଦଶୀ ଥିଲା ଏହି ପରିପେକ୍ଷୀରେ ବଡଚଣା ବ୍ଲକ୍ ର ଓଳାଶୁଣୀ ପିଠ ରେ ମହା ପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ଙ୍କ ମହା ଉତ୍ସବ ମହା ସମାହାର ଚଳିତ ବର୍ଷ ଆରମ୍ଭ କରାଯାଇଛି l ଦଶମୀ ଦିନ ମୋହପୂରୁଷ ଙ୍କ କେଶ ଯାତ୍ରା ଆରମ୍ଭ ହୋଇ ଥିଲା l ମହା ପୁରୁଷ ଙ୍କୁ କେଶ ସଂପର୍କ ରେ ସୁନ୍ଦର ଉପାଖ୍ୟାନ ରହିଚି lଲଳିତ ଗିରି ଥିବା କେଶ କୁ ବିଧି ଅନୁସାରେ ପୂଜା ପାଠ କାରା ଯାଇ ଥିଲା lମହା ପୁରୁଷ ଙ୍କ କେଶ କୁ ଏକ ସୁସଜ୍ଜିତ ବିଭାନରେ ନିକଟସ୍ଥ ଗ୍ରାମ ଗୁଡ଼ିକ ରେ ଭ୍ରମଣ କାରା ଯାଇ ଥିଲା l ପ୍ରତ୍ୟେକ ଘରେ ମହା ପୁରୁଷ ଙ୍କୁ କେଶ କୁ ପୂଜା ଅର୍ଚ୍ଚନା କାରା ଯାଇ ଭୋଗ ଅର୍ପଣ କରାଯାଇ ଥିଲା l ପରେ ବିଭାନ କୁ ଏକ ବିରାଟ ପଟୁଆର ରେ ଭଜନ କୀର୍ତ୍ତନ ବର୍ଣlଡ୍ ପରିବେଶରେ ଓଳାଶୁଣୀ ଗୁମ୍ଫା ପାହାଡ଼ ଶୀର୍ଷ ଦେଶରେ ଥିବା ମହା ପୁରୁଷ ଙ୍କ ସମାଧି ମନ୍ଦିର ରେ ପହଁଚିବା ପରେ ପତାକା ବନ୍ଧା ଯାଇଚି ପରେ ପୁଜା ଅର୍ଚ୍ଚନା ବଡ଼ ସିଂହାର ବେଶ ଧୂପ ଦ୍ଵୀପ ଭଜନ କୀର୍ତ୍ତନ ରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇଛି l ମହା ପୁରୁଷ ଙ୍କ ଶୁଖୁଆ ପୋଡ଼ା ପୋଡ଼ ପିଠା ପିୟ ଭୋଗ ମାନସିକ ଧାରି ମାନେ ପୋଡ଼ ପିଠା ଓ ଶୁଖୁଆ ପୋଡ଼ାଭୋଗ କରି ଥାନ୍ତି l ଏହି ମେଳା 10ଦିନ ଧରି ଅନୁଷ୍ଠିତ ହେବ ଯାଜପୁର କେନ୍ଦ୍ରାପଡ଼ା କଟକ ଜିଲ୍ଲା ସମେତ ବହାରୁ ଶ୍ରଦ୍ଧାଳୁ ସାଧୁ ସନ୍ଥ ମାନଂକ ଭିଡ ଜମାଉଛନ୍ତି ସତ ସଂଗ ପ୍ରବଚନ ମାନ ହେବା ର କାର୍ଯ୍ୟ କ୍ରମ ମାନ ହେବ ଚଳିତ ବର୍ଷ ମେଳା ରେ ପାହାଡ଼ ଶୀର୍ଷ ଦେଶ ଋ ପାଦ ପର୍ଯ୍ୟନ୍ତ ଦୁଇ ହାଜର ରୁ ଉର୍ଦ୍ଧ୍ ବିଭିନ୍ନ ପ୍ରକାର ଅସ୍ଥାୟୀ ଦୋଳନ ଖୋଲା ଯାଇଛି l ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜନେ ଅତିରିକ୍ତ ଏସପି ନେତୃତ୍ଵ ରେ ଜଣେ ଡି ଏସପି 5ଜଣ ଇନ୍ସପେକ୍ଟର 36ଜଣ ସବ୍ ଇନ୍ସପେକ୍ଟର 60 ଏ ଏ ଏସ ଆଇ ଚାରି ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking