ଭୁବନେଶ୍ୱର: ମଙ୍ଗଳବାର ପ୍ରକାଶ ପାଇଲା OJEE-୨୦୨୫ ରେଜଲ୍ଟ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ରେଜଲ୍ଟ ପ୍ରକାଶିତ ହୋଇଛି ।ଶିଳ୍ପମନ୍ତ୍ରୀ ଆନୁଷ୍ଠାନିକ ଭାବେ OJEE-୨୦୨୫ ରେଜଲ୍ଟ ଘୋଷଣା କରିଛନ୍ତି । ojee.nic.in ୱେବ୍ସାଇଟ୍ରେ ଛାତ୍ରୀଛାତ୍ର ନିଜ ର଼୍ୟାଙ୍କ୍ କାର୍ଡ ପାଇପାରିବେ।ଅନୁରାଗ ମିଶ୍ର ହେଲେ ଏମବିଏ ଟପ୍ପର । ଯତିନ ମେହେର- ବି ଫାର୍ମ, ଏସ. ସିସେନ୍ଦ୍ରି ଏମସିଏ ଟପ୍ପର । ହିତେଶ କୁମାର ଧଳ ଏମ ଫାର୍ମ, ଅସ୍ମିତା ସୁବୁଦ୍ଧି ଏମ ଆର୍କ ଟପ୍ପର । ଉର୍ମିକାନ୍ତ ମଣିନନ୍ଦନ ସାହୁ ଏମ . ପ୍ଲାନ ଟପ୍ପର ।