21.1 C
Bhubaneswar
Monday, December 8, 2025
Homeଓଡିଶାଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ

ଭୁବନେଶ୍ୱର: ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ ହୋଇଛି | ଦୁଇ ଦିନ ହେଲା ଟାଙ୍କିକୁ ଆସୁନି ପେଟ୍ରୋଲ-ଡିଜେଲ ଗାଡି | ଏନେଇ ଉତ୍କଳ ପେଟ୍ରୋଲିୟମ ଡିଲରସ ଆସୋସିଏସନ ସଭାପତି ସଞ୍ଜୟ ଲାଠ କହିଛନ୍ତି ଯେ ଆଜି ପେଟ୍ରୋଲ ଟାଙ୍କିକୁ ଗାଡି ନ ଆସିଲେ କାଲିଠାରୁ ତୈଳର ଅଭାବ ଦେଖାଦେବ | ସେ କହିଛନ୍ତି ଯେ ଅନେକ ପେଟ୍ରୋଲ ଟାଙ୍କିରେ ଖାଲି ହୋଇଯିବ ପେଟ୍ରୋଲ ଡିଜେଲ |

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking