ଭୁବନେଶ୍ୱର: ଉତ୍କର୍ଷ ଓଡିଶାକୁ ନେଇ ବିଧାୟକ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ନବୀନ ସରକାର ବେଳେ ଓଡିଶା ଉପରେ ଶିଳ୍ପପତିଙ୍କ ଭରସା ଥିଲା । ଏଠି ଶିଳ୍ପ କରିବା ପାଇଁ ବାତାବରଣ ଅଛି କହିଛନ୍ତି ଅରୁଣ । ବିଜେଡି ସମୟରେ ସରକାରୀ କଳର ସହାୟତା ଥିଲା । ଆମ ସରକାର ସମୟରେ ଅଧିକ ହସ୍ତକ୍ଷେପ ନଥିଲା । ଏଠି ଆଉ ଶିଳ୍ପ ବଢିବନି କହିଲେ ଅରୁଣ ସାହୁ ।