18.1 C
Bhubaneswar
Thursday, January 9, 2025
Homeଓଡିଶାଓଡିଶାର ସଂସ୍କୃତି , ଐତିହ୍ୟ ସ୍ୱତନ୍ତ୍ର- ମୁଖ୍ୟମନ୍ତ୍ରୀ

ଓଡିଶାର ସଂସ୍କୃତି , ଐତିହ୍ୟ ସ୍ୱତନ୍ତ୍ର- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ  ଏ ଓ ଜୟଶଙ୍କର , କେନ୍ଦ୍ର ଯୁବ ବ୍ୟାପାର  ଓ କ୍ରୀଡା ମନ୍ତ୍ରୀ  ମନସୁଖ ମାଣ୍ଡବ୍ୟ  ଉଦଘାଟନ କରିଛନ୍ତି ।  ଅଜସ୍ର ସ୍ନେହ  , ଶ୍ରଦ୍ଧାର  ସହ  ଆପଣଙ୍କର ଅପେକ୍ଷାରୁ ଥିଲୁ ।  ଆଜି ଅପେକ୍ଷାର ଅନ୍ତ ହେଲା , ସଂପର୍କ  ଆହୁରି ସୁଦୃଢ ହେବ । ପତ୍ୟେକ ପ୍ରବାସୀ  ଜଣେ  ଜଣେ  ସାସ୍କୃତିକ ଆମ୍ବାସଡର ।  ଆପଣଙ୍କ  ସଫଳତା ଆମକୁ  ଆମକୁ ଖୁସି ଦେଇଥାଏ । ଓଡିଶାର ସଂସ୍କୃତି , ଐତିହ୍ୟ ସ୍ୱତନ୍ତ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ । ଆହୁରି କହିଛନ୍ତି ଓଡିଶାର ସସ୍କୃତି ବିାୟରେ ଜାଣନ୍ତୁ । ପୁରୀ , କୋଣାର୍କ , ଧଉଳି , ଚିଲିକା ଭଳି ପଯ୍ୟଟନ ସ୍ଥଳୀ ବୁଲନ୍ତୁ । ଡାଲମା , ରସଗୋଲା , ଛେନାପୋଡ ,  ଭଳି ଓଡିଆ ଖାଦ୍ୟର ମଜା ନିଅନ୍ତୁ । ଏହି ଅବସରରେ  ଭୁବନେଶ୍ୱରରେ  ଅନେକ ସାଂସ୍କୃତିକ  କାଯ୍ୟକ୍ରମ  ହେଉଛି । ଏହାଦ୍ୱାରା  ସମ୍ପର୍କ ଆହୁରି  ମଜଭୁତ ହେବ । ଅତୁଟ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking