ଭୁବନେଶ୍ୱର: ଜିଏସଟି ସଂସ୍କାରରେ ଓଡିଶା ଲାଭାନ୍ୱିତ ହେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଗସ୍ତରରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି । କହିଛନ୍ତି, ବିଶେଷ କରି ମଧ୍ୟବିତ୍ତ ଲୋକେ ଅଧିକ ଉପକୃତ ହେବେ । ଜିଏସଟି କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଆଣିଛନ୍ତି ମୋଦି ସରକାର । କେବଳ ୨ଟି ସ୍ଲାବ କାଯ୍ୟକାରୀ ଦ୍ୱାରା ସମସ୍ତେ ଲାଭବାନ ହେବେ । ଓଡିଶାରେ ୧୦ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ । କୋଇଲା କ୍ଷେତ୍ରରେ ଓଡିଶାକୁ ଅଧିକ ଲାଭ ମିଳିବ ।










