21.1 C
Bhubaneswar
Saturday, December 6, 2025
Homeଓଡିଶାବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ଓଡ଼ିଶା ଟିମ: ମନମୋହନ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ଓଡ଼ିଶା ଟିମ: ମନମୋହନ

ଭୁବନେଶ୍ୱର:  ବିଜେପି  ରାଷ୍ଟ୍ରୀୟ ଅଧ୍ୟକ୍ଷ  ନିର୍ବାଚନ ପରେ ଓଡିଶା ଟିମ ଘୋଷଣା ହେବ । ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହା ହେଉଛି ଆମର ସମ୍ବିଧାନିକ ବ୍ୟବସ୍ଥା ବୋଲି କହିଲେ ।  କେବେ କେନ୍ଦ୍ରୀୟ  ସଭାପତି ନିର୍ୱାଚନ ସରିବ ପ୍ରଶ୍ମରେ କହିଲେ ଡେଡଲାଇନ ନାହିଁ । ନିଗମ ଓ ବୋର୍ଡ ନେଇ  ଆମେ ବସିଲା ପରେ ନିଷ୍ପତ୍ତି ନେବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking