26.1 C
Bhubaneswar
Friday, March 27, 2026
Homeଓଡିଶାଦୁବାଇ ଯିବ ଓଡିଶା ଚାଉଳ- ମୁଖ୍ୟମନ୍ତ୍ରୀ

ଦୁବାଇ ଯିବ ଓଡିଶା ଚାଉଳ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶାରୁ ସୁଗନ୍ଧିତ  ଚାଉଳ ଦୁବାଇ ଯିବ । ଦୁବାଇର ଦୁଇଟି ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷରିତ ହେବ ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଙ୍କ ଉପସ୍ଥିତରେ ଚୁକ୍ତି ସ୍ୱାକ୍ଷରିତ ହେବ । ଦୁବାଇ ସୁଲଭ ମୂଲ୍ୟରେ ଓଡିଶା ଚାଉଳ କିଣିବ । ଓଡିଶା ଚାଷୀଙ୍କୁ ମିଳିବ ଚାଉଳର ଉଚିତ ମୂଲ୍ୟ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking