23.1 C
Bhubaneswar
Sunday, February 8, 2026
Homeଓଡିଶାଚନ୍ଦ୍ରଶେଖରପୁରରେ ହେବ ଓଡିଶା ମଣ୍ଡପ: ମନ୍ତ୍ରୀ

ଚନ୍ଦ୍ରଶେଖରପୁରରେ ହେବ ଓଡିଶା ମଣ୍ଡପ: ମନ୍ତ୍ରୀ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁରରେ ନିର୍ମାଣ ହେବ ଓଡିଶା ମଣ୍ଡପ । ୧୦ ହଜାର ଲୋକ ବସିବା କ୍ଷମତାର କନଭେନସନ ସେଣ୍ଟର ରହିବ । କନଭେନସନ ସେଣ୍ଟର ସହ ବୋର୍ଡ ରୁମ ମଧ୍ୟ ରହିବ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅନ୍ୟ ପକ୍ଷରେ ନୂଆ ଢାଞ୍ଚାରେ ତିଆରି ହେବ ଲୋକସେବା ଭବନ, ବିଧାନସଭା । ଏନେଇ ମଧ୍ୟ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଲେ ପୁରୁଣା ବିଲ୍ଡିଂ ରୂପରେଖ ବଦଳିବା ନେଇ ଆଲୋଚନା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking