22.1 C
Bhubaneswar
Friday, December 5, 2025
Homeଓଡିଶା୩୦ ତମ ଓଡିଶା ସାଇକ୍ଲିଙ୍ଗ ଏସୋସିଏସନ ଚ୍ୟାମ୍ପିୟନସିପର ଆୟୋଜନ

୩୦ ତମ ଓଡିଶା ସାଇକ୍ଲିଙ୍ଗ ଏସୋସିଏସନ ଚ୍ୟାମ୍ପିୟନସିପର ଆୟୋଜନ

ସମ୍ବଲପୁର: ସମ୍ବଲପୁରରେ ୩୦ ତମ ନ୍ୟାସନାଲ ରୋଡ ସାଇକ୍ଲିଂ ଚାମ୍ପିୟନସିପ ୨୦୨୫ । ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସାଇକ୍ଲିଂ ଫେଡିରିଏସନ ଅଫ ଇଣ୍ଡିଆ ଅଧୀନରେ ଓଡିଶା ସାଇକ୍ଲିଂ  ଆସୋସିଏସନ ଦ୍ୱାରା  ଏହି ଚାମ୍ପିୟନସିପ ଆୟୋଜନ କରାଯାଇଛି । ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାରେ ଜାତୀୟ ସଡକ ସାଇକ୍ଲିଂ ଚାମ୍ପିୟନସିପରେ ଆୟୋଜନ ହେଉଛି । ଯେଉଁଥିରେ ଦେଶର ୩୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ଏକ ହଜାରରୁ ଅଧିକ ସାଇକ୍ଲିଷ୍ଟ ପ୍ରତିଯୋଗିତାରେ ଭାଗ ନେବେ । ସେଥିରୁ ପ୍ରାୟ ୪୦୦ ଜଣ ମହିଳା ପ୍ରତିଯୋଗୀ ରହିଛନ୍ତି ।  ଦେଶର ସିନିୟର, ଜୁନିୟର, ସବ ଜୁନିୟର ଖେଳାଳିମାନେ ଏଥିରେ ଅଂଶ ଗ୍ରହଣ କରିବେ । ଏହି ଚାମ୍ପିୟନ ସିପରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଜାପାନରେ  ହେବାକୁ ଥିବଆ ଆସନ୍ତା ଏସିଆନ ଗେମସ ପାଇଁ ଖେଳାଳି ବଛାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking