31.1 C
Bhubaneswar
Thursday, February 26, 2026
Homeଦେଶ ବିଦେଶଅଯୋଧ୍ୟାରେ ହେବ ଓଡିଶା ଭବନ: ମୁଖ୍ୟମନ୍ତ୍ରୀ

ଅଯୋଧ୍ୟାରେ ହେବ ଓଡିଶା ଭବନ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରତରେ ନିର୍ମାଣ ହେବ ଓଡିଶା ଭବନ । ଏଥିପାଇଁ ଜମି ମଗାଯାଇଛି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ନୂଆ ଓଡିଶା ଭବନ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମୁମ୍ବାଇରେ ବି ଆଉ ଗୋଟିଏ ଓଡିଶା ଭବନ ନିର୍ମାଣ ହେବ । କୋଲକାତା, ଚେନ୍ନାଇ, ମୁମ୍ବାଇରେ ଓଡିଶା ଭବନ ଅଛି । ଓଡିଶା ଭବନ ଓ ସଦନ ପାଇଁ ଏକ ନୂଆ ଡିଭିଜନ ହେବ । ଦିଲ୍ଲୀରେ କାର୍ଯ୍ୟାଳୟ ରହିବ, ଓଡିଶା ଭବନର ରକ୍ଷଣାବେକ୍ଷଣ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking