37.1 C
Bhubaneswar
Thursday, March 12, 2026
Homeଓଡିଶାଆଣ୍ଡାମାନ ଯାଉଛି ଓଡିଶା ବାଲି

ଆଣ୍ଡାମାନ ଯାଉଛି ଓଡିଶା ବାଲି

ଭୁବନେଶ୍ୱର: ବାହାର ରାଜ୍ୟକୁ ବାଲି ରପ୍ତାନୀ ନେଇ ଗୃହରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ତର ରଖିଛନ୍ତି । ୪ ଜିଲ୍ଲାରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ରପ୍ତାନୀ ହେଉଛି ବାଲି । କଟକ, ଜଗତସିଂହପୁର, ଯାଜପୁର ଓ କେନ୍ଦ୍ରାପଡାରୁ ଆଣ୍ଡାମାନକୁ ଯାଉଛି ବାଲି । ଗଜପତି ଓ ରାୟଗଡାରୁ ଆନ୍ଧ୍ର ପ୍ରଦେଶକୁ ବାଲି ରପ୍ତାନୀ ହେଉଛି । ଯାଜପୁରରୁ ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ ବି ରପ୍ତାନୀ ହେଉଛି ବାଲି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking