ଭୁବନେଶ୍ୱର: ସରକାରଙ୍କ ଓଡିଆ ପକ୍ଷର ପାଳନ ପ୍ରସଙ୍ଗରେ ଡବଲ ଇଞ୍ଜିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଗୋଟିଏ ଇଞ୍ଜିନ ଆଉ ଏକ ଇଞ୍ଜିନିର ପକ୍ଷଛେଦନ କରୁଛି । ପ୍ରତ୍ୟେକ ଦିନ ରାଜ୍ୟ ସ୍ୱାର୍ଥ୍ୟର ପକ୍ଷଛେଦନ କରୁଛନ୍ତି କେନ୍ଦ୍ର । ରାଜ୍ୟ ସରକାର ନିଜର ପକ୍ଷ ମଜଭୁତ କରନ୍ତୁ । ନିର୍ୱାଚନ ଜିତିବା ପାଇଁ ଅସ୍ମିତା କଥା କହିଲେ । ପ୍ର୍ରତ୍ୟକ ଦିନ ଓଡିଆ ଅସ୍ମିତା କ୍ଷୁଣ୍ଣ କରୁଛ । ତେଣୁ ପକ୍ଷ ପାଳନ ଏକ ଘୋଡଣି ମାତ୍ର । ଏନେଇ ଟାର୍ଗେଟ କଲେ ବିରୋଧୀ ଦଳ ଉପନେତା ।