33.3 C
Bhubaneswar
Sunday, May 18, 2025
Homeଓଡିଶାପୁଣି ହେବ ଓସିଏସ ଆନ୍ଥ୍ରୋପୋଲୋଜି ପରୀକ୍ଷା

ପୁଣି ହେବ ଓସିଏସ ଆନ୍ଥ୍ରୋପୋଲୋଜି ପରୀକ୍ଷା

ଭୁବନେଶ୍ୱର: ପୁଣି ଥରେ ହେବ ଓସିଏସ ଆନ୍ଥ୍ରୋପୋଲୋଜି ପରୀକ୍ଷା । ମେ ୧୪ରେ ଓପିଏସସି ପରିଚାଳିତ ଓସିଏସ ଆନ୍ଥ୍ରୋପୋଲୋଜି ପରୀକ୍ଷା । ସାନି ପରୀକ୍ଷା ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଉଭୟ ପ୍ରଥମ ଓ ଦ୍ୱିତୀୟ ପେପର ପରୀକ୍ଷା ହେବା ନେଇ ବିଜ୍ଞପ୍ତି ଜାରି କରାଯାଇଛି । ପୂର୍ବରୁ ପ୍ରଥମ ପେପର ପ୍ରଶ୍ନ ଦ୍ୱିତୀୟ ପେପର ପ୍ରଶ୍ନ ପ୍ରଥମରେ ପଡିଥିଲା । ଆନନ୍ଥ୍ରୋପୋଲୋଜି ଅପ୍ସନାଲ ଥିବା ପରୀକ୍ଷାର୍ଥୀ ଅସନ୍ତୋଷ ଝାଡିଥିଲେ । ଗତ ୨୭ରେ ହୋଇଥିବା ପରୀକ୍ଷା ବାତିଲ ନେଇ ମଧ୍ୟ ସୂଚନା ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking