27.1 C
Bhubaneswar
Thursday, March 26, 2026
Homeଓଡିଶାଦଣ୍ଡ ନାଚରେ ଅଶ୍ଳୀଳ ନୃତ୍ୟ: ୭ ଗିରଫ

ଦଣ୍ଡ ନାଚରେ ଅଶ୍ଳୀଳ ନୃତ୍ୟ: ୭ ଗିରଫ

ଗଞ୍ଜାମ: ଦଣ୍ଡ ନାଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ଗଣ୍ଡଗୋଳ ହେଇଛି । ଗାନ୍ଧିନଗରରେ ଆୟୋଜକ ଓ ଦର୍ଶକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଅଶ୍ଳୀଳ ନୃତ୍ୟକୁ କିଛି ଯୁବକ ବିରୋଧ କରିବାରୁ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଏନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଛି । ଦଣ୍ଡ ନାଚର ଆୟୋଜକଙ୍କ ସହ ୭ ଜଣ ଗିରଫ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking