29.1 C
Bhubaneswar
Thursday, April 24, 2025
Homeଓଡିଶାଛୋଟ ପିଲାଙ୍କ ମଧ୍ୟରେ ମେଦବହୁଳତା: କିପରି ହ୍ରାସ ପାଇବ ଜାଣନ୍ତୁ..

ଛୋଟ ପିଲାଙ୍କ ମଧ୍ୟରେ ମେଦବହୁଳତା: କିପରି ହ୍ରାସ ପାଇବ ଜାଣନ୍ତୁ..

ଭୁବନେଶ୍ୱର: ମେଦବହୁଳତା ଏକ ପ୍ରକାର ରୋଗ ନୁହେଁ । ଆଜିକାଲି ଛୋଟ ଛୁଆମାନଙ୍କ ଠାରେ ମଧ୍ୟ ମେଦବହୁଳତା ଦେଖାଯାଉଛି । କୁହାଯାଏ ଯେ ପିଲାମାନଙ୍କୁ ସନ୍ତୁଳିତ ଖାଦ୍ୟ ଖାଇବାକୁ ଦେଲେ ଓଜନ ସ୍ଥିର ହେବା ସହ  ପିଲାମାନେ ସୁସ୍ଥ ରହିବେ । ପିଲାମାନଙ୍କୁ ପ୍ରଚୁର ପରିମାଣରେ  ପନିପରିବା, ଫଳ, ଶସ୍ୟ ଇତ୍ୟାଦି ଖାଇବାକୁ ଦେବା ଆବଶ୍ୟକ । ତା ସହ ଭରପୁର ମାତ୍ରାରେ ପାଣି ମଧା ଦେବା ଆବଶ୍ୟକ । ଜିଦ କୁ ଛୋଟ ପିଲା ମାନେ ଜଙ୍କ ଫୁଡକୁ ଖାଇବାକୁ କହିଲେ ପିତାମାତା ଏହାକୁ ମନା କରିବା ଆବଶ୍ୟକ । ଏହା ଖାଇବା ଦ୍ୱାରା ଶରୀରର ପ୍ରତି ବିପଦ ସୃଷ୍ଟି କରାଇଥାଏ । ଘଣ୍ଟା ଘଣ୍ଟା ଧରି ମୋବାଇଲ , ଟିଭି ଦେଖିବା ଦ୍ୱାରା ଶରୀରରେ ଅତିରିକ୍ତ ଚର୍ୱି ସୃଷ୍ଟି ହୋଇଥାଏ . ଏହାକୁ ଏଡାଇବା ପାଇଁ ହେଲେ ପ୍ରତିଦିନ , ଚାଲିବା , ବ୍ୟାୟାମ କରିବା ଆବଶ୍ୟକ । ବୟସ ଠାରୁ ଅତିରିକ୍ତ ମୋଟା ହେବା  ଦ୍ୱାରା ଶରୀରରେ ପ୍ରଭାବ ପକାଇଥଆଏ ।  ମନ, ସ୍ୱାସ୍ଥ୍ୟ ଭଲ ନଥାଏ । ଠିକ ମସୟରେ ଖାଇବା ପିଇବା, ଦୈନନ୍ଦିନ ଜୀବନରେ କିଛି ନିୟମକୁ ଅନୁସରଣ କରିବା ଦ୍ୱାରା ମୋଦବହୁଳତାରୁ ରକ୍ଷା ପାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking