ଭୁବନେଶ୍ୱର: ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷକ ଅଭାବ, ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ । ୩୧୫ ପ୍ରିନ୍ସିପାଲ ପଦବୀରୁ ୨୬୧ ପଦବୀ ଖାଲି ପଡିଛି । ସେହିପରି ୧୮୫ ଭାଇସ ପ୍ରିନ୍ସିପାଲ ପଦବୀ ବି ଫାଙ୍କା ପଡିଛି । ୮୮୩ ଜୁଜିଟି ୬୬୫ ଓ ଟିଜିଟି ପଦବୀ ମଧ୍ୟ ଖାଲିପଡିଛି । ୩୦ ଜିଲ୍ଲାରେ ଥିବା ୩୧୫ ବିଦ୍ୟାଳୟର ସ୍ଥିତି ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ରଖିଛନ୍ତି ।










