26.1 C
Bhubaneswar
Wednesday, December 17, 2025
Homeଓଡିଶାଫଟୋ କହେ କଥା

ଫଟୋ କହେ କଥା

ଭୁବନେଶ୍ୱର: ଭାରତର ମହାମହିମ ରାଷ୍ଟ୍ରପତି ତଥା ଓଡିଶା ର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଓଡିଶା ବିଧାନସଭା ର ସଦସ୍ୟ ମାନଙ୍କୁ ଉଦବୋଧନ ଦେବାକୁ ଦୁଇ ଦିନିଆ ଓଡିଶା ଗସ୍ତ ରେ ଆସି ଆଜି ପୂର୍ବାହ୍ନ ରେ ଫେରିଯାଇଛନ୍ତି। ବିଧାନସଭା ରେ ସମସ୍ତ ଜନପ୍ରତିନିଧି ଭାବେ କିପରି ଆଚରଣ, ଉଚ୍ଚାରଣ ଓ ସଂଯମତା ପ୍ରଦର୍ଶନ କରିବେ ସେ ସମ୍ପର୍କ ରେ ପରାମର୍ଶ ଦେଇଥିଲେ, କାରଣ ସେମାନଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସେମାନଙ୍କ କାର୍ଯ୍ୟଧାରା କୁ ସାଧାରଣ ଜନତା ଦେଖୁଛନ୍ତି,ହେଲେ ସେ ଆସିଥିବା ଅବସରରେ ସଦସ୍ୟ ମାନଙ୍କ ସହ ବିତାଇଥବା ସମୟରେ ଉଠିଥିବା କିଛି ଫୋଟୋ କୁ ନେଇ ଏବେ ରାଜନୈତିକ ମହଲ ଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ଚଳିଛି ଅନେକ ଚର୍ଚ୍ଚା,ବିତର୍କ ଓ ବିବାଦ। ନିରେଖି ଦେଖନ୍ତୁ ଏହି ଫୋଟୋ ଗୁଡିକୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking