ଭୁବନେଶ୍ୱର: ଭୁବନେଶ୍ୱର ମହିଳା ଥାନାରେ ହାଜର ହେଲେ । ଥାନାରେ ସାର୍ଥକ ମହାପାତ୍ରଙ୍କୁ ଚାଲିଛି ପଚରାଉଚରା । ଓକିଲଙ୍କ ସହ ଥାନାକୁ ଆସିଛନ୍ତି ସାର୍ଥକ ମହାପାତ୍ର । ଓଏଏସ ସାର୍ଥକଙ୍କ ବିରୋଧରେ ପତ୍ନୀ ଅର୍ଚ୍ଚନା ଦାସ ଅଭିଯୋଗ ଆଣିଥିଲେ । ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି । କାଲି ପତ୍ନୀ ଅର୍ଚ୍ଚନାଙ୍କ ବୟାନ ରେକର୍ଡ ହୋଇଥିଲା । ହସ୍ପିଟାଲରେ ନବଜାତ ପୁଅ ଓ ପତ୍ନୀଙ୍କୁ ଛାଡି ଚାଲି ଆସିଥିବା ଅଭିଯୋଗ କରିଛନ୍ତି ।










