26.1 C
Bhubaneswar
Thursday, September 19, 2024
Homeଓଡିଶାଅକ୍ଟୋବର ୨୭ରେ ଓଏଏସ୍‌ ପ୍ରିଲିମ

ଅକ୍ଟୋବର ୨୭ରେ ଓଏଏସ୍‌ ପ୍ରିଲିମ

ଭୁବନେଶ୍ୱର : ଅକ୍ଟୋବର ୨୭ରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା । ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ନେଇ ଓପିଏସସିରୁ ବିଜ୍ଞପ୍ତି ପ୍ରକାଶ । ଓଡିଶା ଲୋକସେବା ଆୟୋଗ କରୁଛି ଏହି ପରୀକ୍ଷା । ପ୍ରିଲିମିନାରୀ ପରୀକ୍ଷା ପାଇଁ ଓପିଏସସିର ବିଜ୍ଞପ୍ତି ପ୍ରକାଶ ପାଇଛି । ପରୀକ୍ଷା ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ପରୀକ୍ଷାର୍ଥୀ http://opsc.gov.inରେ ଲଗ ଅନ କରିବାକୁ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking