27.1 C
Bhubaneswar
Friday, April 3, 2026
Homeଓଡିଶାବ୍ୟାସ ସରୋବର ମହିମା ଆଶ୍ରମରେ ନୂଆଖାଇ ମହୋତ୍ସବ

ବ୍ୟାସ ସରୋବର ମହିମା ଆଶ୍ରମରେ ନୂଆଖାଇ ମହୋତ୍ସବ

ଯାଜପୁର : ଭଗବାନବ୍ୟାସଦେବ ଯେ ବେଦାନ୍ତ ଦର୍ଶନ ର ଦ୍ରଷ୍ଟା ସଗୁଣ ନିର୍ଗୁଣ ର ସମନ୍ୱୟ ରେ ଯେ ସର୍ବ ଉପନିଷଦ ରୁପି ଗୋଦହନ କ।ରି ଜଗତକୁ ଗୀତ।ମୃତ ପାନ କରାଇଥିଲେ। ତାଙ୍କରି ନାମରେ ଅର୍ଯ୍ୟତ ଭୂମିରେ କେଉଁ ଅନାଦୀ କାଳରୁ ବ୍ୟାସ ସରୋବର ପୀଠ ଆଧ୍ୟାତ୍ମିକ ଚିନ୍ତା ଧାରାକୁ ଜାଗ୍ରତ କରୁଚି l ଏହି ପୀଠ ମହିମା ଧର୍ମ ର ମଠ ଗଢି ଉଠିଛି l,ନିର୍ଗୁଣ ବ୍ରହ୍ମ ସଗୁଣ ଲୀଳା କରୁ କରୁ ତାଙ୍କର ନିର୍ଗୁଣ ରୂପ ” ସ୍ୱଭାବେ ଦେହ ମୋର ଶୂନ୍ୟ ଭକ୍ତତ ଭାବରେ ବନ୍ଧନ ଭକ୍ତ।ନୁହ୍ୟକ୍ତ କିଶେ।ର ଦକ୍ଷିଣ ରାୟ ମହିମା ଧର୍ମରେ ବ୍ରତୀ ହୋଇ ବାବା ସ୍ଵାଧୀନ ଦାସ ଙ୍କ ଶ୍ରଦ୍ଧାନୁକମ୍ପା ନିର୍ଗୁଣ ମହିମା ଧର୍ମ ଆଶ୍ରମ ପ୍ରତିଷ୍ଠା କଲେ।
ଯେଉଁ ଧର୍ମ,ଆଦି ସନାତନ ଧର୍ମ ଭବଅଗ୍ର ଜନ୍ମା ,ଚତୁଃ ସନାତନ ଯେଉଁ ଧର୍ମ ପ୍ରଚାର କରିଥିଲେ।ଋଷଭ ଦେବ ଙ୍କ ପୁତ୍ର ଭରତ ଓ ନବ ନିର୍ଗୁଣ ଭକ୍ତ ଯେଉଁ ଧର୍ମ ପ୍ରଚାର କରିଥିଲେ ଅତ୍ରି ମୁନିଙ୍କ ପୁତ୍ର ଦତ୍ତ।ତ୍ରେୟା ଯେଉଁ ଧର୍ମ ପ୍ରଚାର କରିଥିଲେ। ସେହି ଧର୍ମ ବ୍ୟାସ ଭୂମିକୁ ଜ୍ଞାନଦୀପ୍ତ କରି ଜଗତକୁ ପବୀତ୍ର କରାଇବାର ମାନସିକତା ନେଇ ଋଷି ପଞ୍ଚମୀ ଠାରୁ ଯୋରନ୍ଦା ଗାଦି ରେ ପାଳିତ ହୋଇ ଥିବା ନବାନ୍ନ ଅର୍ପଣ ପର୍ବ ଆଦି ବ୍ୟାସ ସରୋବର ମହିମା ଆଶ୍ରମରେ ବହୁ ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହେଉଅଛି। ଏହା ବସୁଧୈବ କୁଟୁମ୍ୱକମ୍ ର ବିଶ୍ଵ ଭାତୃତ୍ୱର ମହନୀୟତା ପ୍ରତିପାଦନ କରୁଛି, ଜାତିଭେଦ, ଧନି ଗରିବ, ଉଚ୍ଚ ,ନୀଚ ଭେଦଭାବ ଭୁଲି ଆମ୍ଭେ ସମସ୍ତେ ପ୍ରଭୁଙ୍କର ଲୋକ ଏହା ପ୍ରମାଣିତ ହେଉଛି। ବାସ୍ତବରେ ଭୌମ ଏକାଦଶୀରେ ବାର୍ଷିକ ପର୍ବ ପାଳନ କରୁଥିବା ଆମର ଏ ଆଶ୍ରମ ସ୍ତ।ବର ର୍ଜଙ୍ଗମ କୀଟ ରୁ ପତଙ୍ଗ ଚାହିଁ ଦେଲେ ସର୍ବ ଘଟରେ ପୁରି ସମାନରେ ଅନୁସରି ସନବଡ କରି ଭୀମ ଭୋଇଙ୍କର ଏହି ବାର୍ତ୍ତା ସାର୍ଥକ କରୁଅଛି ଏ ଧର୍ମ ଧାମର ସୁରକ୍ଷା, ସଂବର୍ଦ୍ଧନ ଆମ ସମସ୍ତଙ୍କ କାମ୍ୟ ହେଉ।
ଯାଜପୁର, ଢେଙ୍କାନାଳ, ବାଲେଶ୍ଵର, ବିଞ୍ଝାରପୁର, ବଡ଼ଚଣା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, କଲିକତା ବିଶେଷକରି ଛତିଶଗଡ଼ରୁ ଆସିଥିବା
ଚୂଡ଼ାମଣି ଟୁଡୁ, ଗୁରୁବାର ଟୁଡୁ, ଭଗବତୀ ଟୁଡୁ, ସାକର ମାଝୀ, ହିରା ମୁର୍ମୁ, ବାସନ୍ତୀ, ସଂଗ୍ରାମ କେଶରୀ, ଭକ୍ତ ଲକ୍ଷ୍ମଣ, ବୁଲୁ କେଳା ପଦା, ପବନଦାସ,ନଗେନ୍ଦ୍ରବେହେରା, ପୂର୍ଣ୍ଣିମା ବେହେରା, ଶ୍ୟାମ ସୁନ୍ଦର ବେହେରାଉକ୍ତ ଭାଇ ଭଉଣି କେତେ ଶ୍ରଦ୍ଧାରେ ବର୍ଷାକୁ ଖାତିର ନ କରି ଏ ମହୋତ୍ସବ ରେ ଯୋଗଦେଇ ନିଜକୁ କୃତ କୃତ୍ୟ ମଣୁଛନ୍ତି, ବାସ୍ତବିକ୍ ଏମାନେ ଧନ୍ୟବାଦ ର ପାତ୍ର। ସମସ୍ତଙ୍କର ମଙ୍ଗଳ କାମନା କରି ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking