31.1 C
Bhubaneswar
Saturday, February 7, 2026
Homeଓଡିଶାଏମ୍ସରେ ପୀଡ଼ିତା ନର୍ସିଂ ଛାତ୍ରୀଙ୍କ ମୃତ୍ୟୁ

ଏମ୍ସରେ ପୀଡ଼ିତା ନର୍ସିଂ ଛାତ୍ରୀଙ୍କ ମୃତ୍ୟୁ

ଉମରକୋଟ: ରାଇଘରର ପୀଡ଼ିତା ନର୍ସିଂ ଛାତ୍ରୀଙ୍କର ଭୁବନେଶ୍ବର ଏମ୍ସରେ ମୃତ୍ୟୁ। ବିଷ ପିଇ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏକତରଫା ପ୍ରେମ ବ୍ୟାପାରରୁ ନର୍ସିଂ ଛାତ୍ରୀଙ୍କ ଫଟୋ ଭାଇରାଲ ହୋଇଥିଲା। ଏକତରଫା ଭଲ ପାଉଥିବା ଯୁବକ ଓ ଜଣେ ସିକ୍ୟୁରିଟି ଗାର୍ଡ଼ ଭାଇରାଲ କରିଥିଲେ। ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking