23.1 C
Bhubaneswar
Monday, February 9, 2026
Homeଓଡିଶାନୂଆପଡା ଉପନିର୍ବାଚନ: ବ୍ଲକ ଦାୟିତ୍ୱ ବାଣ୍ଟିଲା ବିଜେଡି

ନୂଆପଡା ଉପନିର୍ବାଚନ: ବ୍ଲକ ଦାୟିତ୍ୱ ବାଣ୍ଟିଲା ବିଜେଡି

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ବ୍ଲକ ପାଇଁ  ଦାୟିତ୍ୱ ବାଣ୍ଟିଛନ୍ତି। ସୂଚନାଥାଉକି, ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ,

ନୂଆପଡା ବ୍ଲକ-
୧. ଶ୍ରୀ ସୁଧିର ସାମଲ
୨. ଶ୍ରୀ ଶ୍ରୀକାନ୍ତ ସାହୁ
୩. ଶ୍ରୀ ମୁକେଶ କୁମାର ପାଲ
୪. ଶ୍ରୀ ପ୍ରଦୀପ କୁମାର ସାହୁ
୫. ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ
୬. ଶ୍ରୀ ମନ୍ମଥ ରାଉତରାୟ
୭. ଡଃ ଦେବାଶିଷ ମରାଣ୍ଡି

କୋମନା ବ୍ଲକ-
୧. ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ
୨. ଶ୍ରୀ ସଞ୍ଜୀବ କୁମାର ମଲ୍ଲିକ
୩. ଶ୍ରୀ ମାଧବ ଧଡ

ଖରିଆର ରୋଡ ଏନଏସି-
୧. ଶ୍ରୀ ଗଣେଶ୍ୱର ବେହେରା
୨. ଶ୍ରୀ ଅନନ୍ତ ନାରାୟଣ ଜେନା
୩. ଶ୍ରୀ ରାଜେନ୍ଦ୍ର ସାହୁ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking