28.1 C
Bhubaneswar
Tuesday, May 6, 2025
Homeଓଡିଶାଏନଟିପିସି ଡିଜିଏମଙ୍କୁ ହତ୍ୟା

ଏନଟିପିସି ଡିଜିଏମଙ୍କୁ ହତ୍ୟା

ଝାଡଖଣ୍ଡ: ଏନଟିପିସି ଡିଜିଏମଙ୍କୁ ଗୁଳିକରି ହତ୍ୟା କରାଯାଇଛି । ହଜାରୀବାଗରେ କୁମାର ଗୌରବଙ୍କୁ ହତ୍ୟା । ଦିନ ଦି’ପହରରେ ଗୁଳିମାରି ହତ୍ୟାକଲେ ଦୁର୍ବୃତ୍ତ । ବାଇକରେ ଆସି ଗୁଳିମାରି ଦୁର୍ବୃତ୍ତ ଫେରାର । ହତ୍ୟାକାରୀକୁ ଧରିବାକୁ ହଜାରୀବାଗ ପୁଲିସର ତନାଘନା । ଏନଟିପିସି ଡିଜିଏମଙ୍କୁ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking