26.1 C
Bhubaneswar
Wednesday, December 17, 2025
Homeଓଡିଶାଏବେ ହେବନି ଧାଡି ଦର୍ଶନ ଟ୍ରାଏଲ ରନ :  ମନ୍ତ୍ରୀ

ଏବେ ହେବନି ଧାଡି ଦର୍ଶନ ଟ୍ରାଏଲ ରନ :  ମନ୍ତ୍ରୀ

ପୁରୀ : ଚଳିତ ମାସରେ  ଶ୍ରୀମନ୍ଦିରରେ ହେବନି ଧାଡି ଦର୍ଶନ ଟ୍ରାଏଲ ରନ । ଏନେଇ ସୂଚନା ଦେଇଛନ୍ତି  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  ା ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି । ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ  ଭିଡ ରହିବ । ଜାନୁଆରୀ ୨୦ରୁ ୨୨ ତାରିଖ ଭିତରେ ଧାଡି ଦର୍ଶନ ପୂର୍ଣାଙ୍ଗ ଭାବେ ଲାଗୁ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking