29.1 C
Bhubaneswar
Tuesday, February 10, 2026
Homeଓଡିଶାବୌଦ୍ଧ ଜିଲ୍ଲା ପାଇଁ ୧୮ ଜଣ ବିଧି ଅଧିକାରୀ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ

ବୌଦ୍ଧ ଜିଲ୍ଲା ପାଇଁ ୧୮ ଜଣ ବିଧି ଅଧିକାରୀ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର:  ଆଜି ଆଇନ ବିଭାଗ ପକ୍ଷରୁ ବୌଦ୍ଧ ଜିଲା ପାଇଁ ୧୮ ଜଣ ଅଧିବକ୍ତାଙ୍କୁ ବିଧି ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଓଁ ପ୍ରକାଶ ମିଶ୍ର, ତୁଷାରକାନ୍ତ ଦୀପ, ପ୍ରଦେଶୀ ବେହେରା, ଚିତ୍ତରଞ୍ଜନ ପାଣିଗ୍ରାହୀ, ଧବଳେଶ୍ୱର ମନହିରା, କୁନାଲ କିଶୋର ପାଣିଗ୍ରାହୀ, ଆଶୁତୋଷ ଦାସ, ତାରାଣୀସେନ ଭକ୍ତ, ବିବେକାନନ୍ଦ ଦେହୁରୀ, ଦୋଳମଣୀ ପ୍ରଧାନ, ଆଶୁତୋଷ ସାହୁ, ଅଶୋକ କୁମାର ସାହୁ, ମନରଞ୍ଜନ ମହାକୁଡ଼, ଚିତରଞ୍ଜନ ପାତ୍ର, ରତନ କୁମାର ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ସାହୁ, ସୁଶୀଲ କୁମାର ପାଣିଗ୍ରାହୀ ପ୍ରମୁଖ ରହିଛନ୍ତି । ଏହି ଅଧିକାରୀମାନେ ବିଜ୍ଞପ୍ତି ଅନୁଯାୟୀ ନିଜର ପଦ ଓ ମୁଖ୍ୟାଳୟରେ ଯୋଗ ଦେବେ । ଓଡିଶା ଲ’ ଅଫିସର୍ସ ରୁଲ – ୧୯୭୧ ଅନୁଯାଇ ଏହି ନିଯୁକ୍ତି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ଆଇନ ବିଭାଗ ଅନ୍ୟ ଏକ ବିଜ୍ଞପ୍ତି ଅନୁଯାୟୀ ଅଧିବକ୍ତା ଶ୍ରୀ ପ୍ରସନ୍ନ କୁମାର ପ୍ରଧାନଙ୍କୁ ପୋସ୍କୋ ଆଇନ ୨୦୧୨ ଉପଧାରା ୩୨ ଅନୁଯାୟୀ ସ୍ୱତନ୍ତ୍ର ସରକାରୀ ଅଭିଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking