ଭୁବନେଶ୍ୱର: ରାଜଧାନୀ ସାରା ପୋଷ୍ଟର । ଏନେଇ ଭକ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ମୁଁ ନୁହେଁ ସରକାର ଆଗ ଇସ୍ତଫା ଦିଅନ୍ତୁ । ଛୋଟ ଲୁଚକାଳି ଖେଳକୁ ମୁଁ ଡରେନି । କଂଗ୍ରସ କାଯ୍ୟକ୍ରମକୁ ଦେଖି ସରକାର ଭୟଭୀତ । ଆମ ପୋଷ୍ଟର ମାରିଥିବାରୁ ବିଜେପିକୁ ଧନ୍ୟବାଦ । ମୁଁ ପଛକୁ ହଟିବି ନାହିଁ, ସରକାର ଇସ୍ତଫା ଦିଅ ।










