29.1 C
Bhubaneswar
Wednesday, June 4, 2025
Homeଓଡିଶାସର୍ବଦଳୀୟ ସ୍ପିକର ନୁହଁନ୍ତି : ତାରା

ସର୍ବଦଳୀୟ ସ୍ପିକର ନୁହଁନ୍ତି : ତାରା

ଭୁବନେଶ୍ୱର: ବିଧାନସଭାରୁ ବାହାରିବା ପରେ ତାରା ବୟାନ ରଖିଛନ୍ତି । କହିଛନ୍ତି ସର୍ବଦଳୀୟ ସ୍ପିକର ନୁହଁନ୍ତି । ଆମ ପ୍ରତି ଘୋର ଅନ୍ୟାୟ  ହୋଇଛି । ଡିଭିଜନ ମାଗିଲୁ ସେମାନେ ଶୁଣିଲେନି । ଆମ ପ୍ରତି ଘୋର ଅନ୍ୟାୟ ହୋଇଛି । ଗାନ୍ଧୀ ମୂର୍ତ୍ତି ତଳେ ସାରାରାତି ଧାରଣାରେ ବସିବୁ । ବିଜେପି ସଦସ୍ୟଙ୍କ କଥା ଶୁଣାଗଲା । ଜୟନାରାୟଣ ଓ ବାବୁ ନାରା ସିଂ ସସପେଣ୍ଡ ହେବା ଜରୁରୀ । ବାଚସ୍ପତିଙ୍କୁ ନାଁ ଦେଇଥିଲୁ ସସପେଣ୍ଡ ପାଇଁ । ସବୁ କିଛି ଭିଡିଓରେ ସ୍ପଷ୍ଟ ଅଛି ।ଏକ ପାଖିଆ ନିଷ୍ପତ୍ତି  ନେଲେ ବାଚସ୍ପତି ।ଗଣତନ୍ତ୍ରକୁ ହତ୍ୟା କରାଯାଇଛି ।  ବିରୋଧୀ ଦଳର  ବାଣ ସମ୍ଭାଳିବାକୁ ତାକତ ନାହିଁ । ଏକ ପାଖିଆ ସସପେଣ୍ଡ ପ୍ରତ୍ୟାହାର କରାଯାଉ । ମୋତେ ଡରୁଛନ୍ତି ବୋଲି ସସପେଣ୍ଡ କରିଛନ୍ତି । ନ୍ୟାୟ ମନ୍ଦିରରେ ଅନ୍ୟାୟ ହୋଇଛି । ମୁଁ ପ୍ରମାଣ ସହ ଯୋଗାଣ ମନ୍ତ୍ରୀଙ୍କ ବିଷୟରେ ତଥ୍ୟ ଦେଇଛି । ବାଚସ୍ପତି ବିଜେପିର କର୍ମୀ ହୋଇଛନ୍ତି ବୋଲି କହିଛନ୍ତି ତାରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking