27.1 C
Bhubaneswar
Saturday, December 6, 2025
Homeଓଡିଶାପୂଜା ଭେଟି ନୁହେଁ, ଆତ୍ମବିଶ୍ୱାସର ଦିନ: ମନମୋହନ

ପୂଜା ଭେଟି ନୁହେଁ, ଆତ୍ମବିଶ୍ୱାସର ଦିନ: ମନମୋହନ

ଭୁବନେଶ୍ୱର: ନୂଆ ଜିଏସଟିକୁ  ନେଇ ମନମୋହନ ସାମଲ ପ୍ରେସମିଟ କରିଛନ୍ତି କହିଛନ୍ତି,  ନୂଆ ଜିଏସଟି ଦ୍ୱାରା ସଞ୍ଚୟ ହାର ବଢିବ କହିଲେ ମନମୋହନ । ଏହା ଏକ ଐତିହାସିକ ପଦକ୍ଷେପ, ସମସ୍ତେ ଉପକୃତ ହେବେ । ଯୁବକ , ଗରିବ , ମହିଳା ଓ ଚାଷୀ ଏହା ଦ୍ୱାରା ଉପକୃତ ହେବେ । ଏହା ଦ୍ୱାରା ଦେଶର ଉତ୍ପାଦନ ବଢିବ, ଆମଦାନୀ କମିବ । ଓଡିଶାର ପ୍ରାୟ ୨୦ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ । କୋଇଲାରେ ଆମ ରାଜ୍ୟର ଆୟ ବଢିବ , ବାପ୍ଲବିକ ପଦକ୍ଷେପ । ଏହା କେବଳ ପୂଜା ଭେଟି ନୁହେଁ, ଆତ୍ମବିଶ୍ୱାସର ଦିନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking