18.1 C
Bhubaneswar
Saturday, December 6, 2025
Homeଓଡିଶାବାଣୀବିହାରରୁ ତଡା ଖାଇବେ ଅଣଛାତ୍ର

ବାଣୀବିହାରରୁ ତଡା ଖାଇବେ ଅଣଛାତ୍ର

ଭୁବନେଶ୍ୱର: ବାଣୀ ବିହାରରେ ଅପରେସନ ବ୍ଲ୍ୟୁ ଷ୍ଟାର । ଅଣଛାତ୍ରଙ୍କୁ ତଡିବା ପାଇଁ ବାଣୀ ବିହାରରେ ଅପରେସନ ବ୍ଲ୍ୟୁ ଷ୍ଟାର । ଉତ୍କଳ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନେତୃତ୍ୱରେ ଅପରେସନ ବ୍ଲ୍ୟୁ ଷ୍ଟାର ଆରମ୍ଭ ହୋଇଛି । ବର୍ଷ ବର୍ଷ ଧରି ଉତ୍କଳ ବିଶ୍ୱ ବିଦ୍ୟାଳୟର ୪ ହଷ୍ଟେଲରେ ରହୁଥିବା ଅଣଛାତ୍ରଙ୍କୁ ତଡିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ୧,୨,୩ ଓ୫ ନମ୍ବର ହଷ୍ଟେଲରୁ ତଡା ଖାଇବେ ଅଣଛାତ୍ର । କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଅଭିଯାନରେ ନିଜେ ଭିସି , ବିଶ୍ୱ ବିଦ୍ୟାଳୟର ଅଧାପକ , ଅଧ୍ୟାପିକା ସାମିଲ ହୋଇଛନ୍ତି । ଅଣଛାତ୍ରଙ୍କୁ ଚିହ୍ନଟ ପାଇଁ ହଷ୍ଟେଲରେ ଯାଞ୍ଚ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking