16.1 C
Bhubaneswar
Wednesday, January 14, 2026
Homeଓଡିଶାକେହି ଅଟକାଇ ପାରିବେନି ପେଶା ଆଇନ

କେହି ଅଟକାଇ ପାରିବେନି ପେଶା ଆଇନ

ଭୁବନେଶ୍ୱର : ପେଶା ଆଇନକୁ କେହି ଅଟକାଇ ପାରିବେନି । ପରବର୍ତ୍ତୀ ଅଧିବେଶନରେ  ପେଶା ଆଇନ ଆସିବ । ମୁଲତବୀ ନୋଟିସକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତରରେ ଏହା କହିଛନ୍ତି । ସେ କହିଛନ୍ତି ପେଶା ଆଇନ ଲାଗୁ ହେବାକୁ କେହି ଅଟକାଇ ପାରିବେନି । ଖୁବଶୀଘ୍ର ଏହି ଆଇନ ଲାଗୁ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି କରୁଛନ୍ତି ।  ଆହୁରି ତର୍ଜମାର ଆବଶ୍ୟକତା ରହିଛି । ବିଭିନ୍ନ ବିଭାଗ ସହ ଆଲୋଚନା କରିବୁ । ସବୁ ଆଦିବାସୀ ବିଧାୟକଙ୍କ ସହଯୋଗ ଓ ପରାମର୍ଶ ନିଆଯିବ ବୋଲି  ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking