34.1 C
Bhubaneswar
Friday, September 20, 2024
Homeଓଡିଶାଭରତପୁର ଘଟଣାରେ କାହାକୁ ଛଡାଯିବ ନାହିଁ : ସୁରେଶ ପୂଜାରୀ

ଭରତପୁର ଘଟଣାରେ କାହାକୁ ଛଡାଯିବ ନାହିଁ : ସୁରେଶ ପୂଜାରୀ

ଭୁବନେଶ୍ୱର : ନବୀନଙ୍କ ଅଭିଯୋଗର ଜବାବ ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ନବୀନବୀବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜଧର୍ମ ପାଳନ କଲେନି । ସିଏ ୨୪ଟି ନ୍ୟାୟିକ ତଦନ୍ତ କମିସନ ବସାଇଥିଲେ । ମାତ୍ର ଗୋଟିଏ ବି ରିପୋର୍ଟ ପ୍ରକାଶ କଲେନାହିଁ । ଏବେ ୧୦୦ ଦିନର ସରକାରକୁ ପାଠ ପଢାଉଛନ୍ତି । ଭରତପୁର ଘଟଣାରେ କାହାକୁ ଛଡାଯିବ ନାହିଁ । ବଳଶାଳୀ ଲୋକ ହେଲେବି ଛଡାଯିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking