ଭୁବନେଶ୍ୱର: ବିଜେଡି କନ୍ଦଳକୁ ନେଇ ବଡ ବୟାନ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଜେଡି ଭବିଷ୍ୟତ ଅନ୍ଧାର , ନେତୃତ୍ୱ ଅଭାବ କହିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ବିଜେଡିର ଲିଡରସିପ କ୍ରାଇସିପ , ନବୀନଙ୍କ ଉପରେ କାହାର ଭରସା ନାହିଁ । ଦଳକୁ ପଛରେ ରହି ଚଲାଉଥିବା ଡାଇରେକ୍ଟର ପାର୍ଟି ଛାଡି ପଳାଇବା ଯୋଜନାରେ , ପାଣ୍ଡିଆନ ଆକ୍ସନ ଭୟରେ ବିପଦ ଅନୁଭବ କଲେଣି , ଦେଶ ଛାଡିବା ଯୋଜନାରେ ଆଜି ଆକ୍ସନ ନିଆଯାଇନି , କାଲି ନିଷ୍ପତ୍ତି ନିଆଯିବ କହିଛନ୍ତି କୃଷ୍ଣ ପାତ୍ର ।