30.1 C
Bhubaneswar
Sunday, February 8, 2026
Homeଓଡିଶାସଭାପତିଙ୍କୁ ଭେଟିବାର ନାହିଁ: ପ୍ରଫୁଲ୍ଲ

ସଭାପତିଙ୍କୁ ଭେଟିବାର ନାହିଁ: ପ୍ରଫୁଲ୍ଲ

ଭୁବନେଶ୍ୱର: ବିଜେଡି ରାଜ୍ୟ ପରିଷଦ ବୈଠକରେ ବରିଷ୍ଠ ନେତା ଅନୁପସ୍ଥିତ ଅଛନ୍ତି । ଏନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ । ସାମିଲ ହେବାକୁ ନିମନ୍ତ୍ରଣ ନଥିଲା । ମୋତେ ଡାକାଗଲାନି , ମୁଁ ଯାଇନି । କାହିଁକି ଚାହିଁନାହାନ୍ତି ସେମାନେ କହିବେ । ମୋର କୌଣସି ଆଲୋଚନା କରିବାର ନାହିଁ । ନିମନ୍ତ୍ରଣ କରାଯାଇନି , ସଭାପତିଙ୍କୁ ଭେଟିବାର ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking