ଭୁବନେଶ୍ୱର: ପାଚିକାଙ୍କ ଦରମା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖି କହିଛନ୍ତି , ପାଚିକାଙ୍କ ଦରମା ୨୦୦୦ ଟଙ୍କା ଥିଲା । ବିଜେପି ସରକାର ୧୦୦୦ ଟଙ୍କା ବୃଦ୍ଧି କରିଛି । ବର୍ତ୍ତମାନ ପାଚିକାଙ୍କ ଦରମା ୩୦୦୦ ଟଙ୍କା ହୋଇଛି । ଆଉ ସେମାନେ ଆନ୍ଦୋଳନକୁ ଆବଶ୍ୟକତା ନାହିଁ । ସବୁବେଳେ କାମ କଲେ କାମରେ ବାଧା ଉପୁଜୁଛି । ଦରମା ବଢିଲା ପରେ ପୁଣି ଆନ୍ଦୋଳନ କରିବା ଠିକ ନୁହେଁ ।










