27.1 C
Bhubaneswar
Saturday, December 6, 2025
Homeଓଡିଶାବନ୍ୟା ସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ବନ୍ୟା ସ୍ଥିତି ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ବ୍ରାହ୍ମଣୀ କିମ୍ବା ମହାନଦୀର ତଳମୁଣ୍ଡରେ କୌଣସି ବନ୍ୟା ସ୍ଥିତି ନାହିଁ । ସୂଚନା ଦେଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀ ଉପରମଫଣ୍ଡରେ ପ୍ରବଳ ବର୍ଷା ହୋଇଛି, କିନ୍ତୁ ତଳମୁଣ୍ଡରେ ବନ୍ୟା ନାହିଁ । ହୀରାକୁଦର ୧୨ ଗେଟ୍ ଖୋଲିଲେ ୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେବ । ହୀରାକୁଦରେ ବର୍ତ୍ତମାନ ୬୦୯ ଫୁଟ ପାଣି ରହିଛି, କ୍ଷମତା ୬୩୦ ଫୁଟ । ତେଣୁ ଛତିଶଗଡରୁ ବନ୍ୟା ଜଳ ଆସିଲେ କୌଣସି ସମସ୍ୟା ନାହିଁ । ରେଙ୍ଗାଳିରେ ଆଉ ଏକ ଗେଟ୍ ଖୋଲିଛି, ବ୍ରାହ୍ମଣୀରେ ବନ୍ୟା ସ୍ଥିତି ନାହିଁ । ବାଂଶପାଳରେ ବର୍ଷା ହୋଇଚି, କିନ୍ତୁ କୌଣସି ବନ୍ୟା ସ୍ଥିତି ନାହିଁ । ବାଲେଶ୍ୱରରେ ସ୍ଥିତି ସ୍ୱଭାବିକ ରହିଛି । ରାଜଘାଟରେ ବିପଦ ସଙ୍କେତ ତଳେ ସୁବର୍ଣ୍ଣରେଖା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking