28.1 C
Bhubaneswar
Friday, June 13, 2025
Homeଦେଶ ବିଦେଶନୀତି ଆୟୋଗ: ସମୃଦ୍ଧ ଓଡିଶା ୨୦୩୬ ପାଇଁ ସଂକଳ୍ପ

ନୀତି ଆୟୋଗ: ସମୃଦ୍ଧ ଓଡିଶା ୨୦୩୬ ପାଇଁ ସଂକଳ୍ପ

ନୂଆଦିଲ୍ଲୀ: ନିତି ଆୟୋଗ  ବୈଠକରେ  ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିଛନ୍ତି ।  କହିଛନ୍ତି, ସମୃଦ୍ଧ ଓଡିଶା ୨୦୩୬ ପାଇଁ ସଂକଳ୍ପ । ମୋଦିଙ୍କ ଆଗରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ା  ନୂଆ ସରକାରଙ୍କ ଉପଲବ୍ଧି  କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ଜନଶୁଣାଣିରେ ଲୋକଙ୍କ  ସମସ୍ୟାର ସମାଧାନ , ଦେଢଲକ୍ଷ ପଦବୀ ପୂରଣ ପାଇଁ ପଦେକ୍ଷପ,  ସୁଭଦ୍ରା ଯୋଜନା ଗେମ ଚେଞ୍ଜର ହୋଇଛି । ୧କୋଟି ମହିଳାଙ୍କୁ ୧୦ ହଜାର  କୋଟି ଟଙ୍କା ମିଳିଛି । ସବୁ ପଞ୍ଚାୟତରେ ଖୋଲିବ  ଗୋଦାବରିଶ ଆଦର୍ଶ ବିଦ୍ୟାଳୟ । ଜାତୀୟ ଶିକ୍ଷାନୀତି ରାଜ୍ୟରେ ଲାଗୁ ହୋଇଛି ।  ଆୟୁଷ୍ମାନ ଯୋଜନା ରାଜ୍ୟରେ ଲାଗୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking