22.1 C
Bhubaneswar
Wednesday, January 21, 2026
Homeଓଡିଶାନୀତି ଆୟୋଗ ବୈଠକ, ଘେରିଲା ବିଜେଡି

ନୀତି ଆୟୋଗ ବୈଠକ, ଘେରିଲା ବିଜେଡି

ଭୁବନେଶ୍ୱର : ନୀତି ଆୟୋଗ ବୈଠକ ନେଇ ବିଜେଡିର ପ୍ରତିକ୍ରିୟା । ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା । ଓଡିଶାର ନ୍ୟାଯ୍ୟ ଦାବି ଉଠାନ୍ତୁ କହିଲେ ଦେବୀ । ଆନ୍ଧ୍ର ଓ ବିହାରକୁ ଅଧିକ ଦିଆଗଲା । ୨୦ ଲୋକସଭା ସଦସ୍ୟ ଯାଇଛନ୍ତି, ଦାବି ପୂରଣ କରନ୍ତୁ । ବ୍ୟାଙ୍କିଂ ବ୍ୟବସ୍ଥା ଓ ଟେଲିକମ ଉପରେ ଗୁରୁତ୍ୱ ଦିଅନ୍ତୁ । ଜଳ ବିବାଦ ଉପରେ କେନ୍ଦ୍ର ଧ୍ୟାନ ଦେଉ । ପୋଲାଭରମରେ କେନ୍ଦ୍ର ଅନୁଦାନ ଦେଲା, ଦୃଢ ଦାବି ଉଠାନ୍ତୁ କହିଲେ ଦେବୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking