26.1 C
Bhubaneswar
Sunday, April 5, 2026
Homeଅପରାଧନିର୍ଭୟା ଘଟଣା ରିପିଟ୍ : ଦୁଷ୍କର୍ମ ପରେ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କଲେ ରଡ୍‌

ନିର୍ଭୟା ଘଟଣା ରିପିଟ୍ : ଦୁଷ୍କର୍ମ ପରେ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କଲେ ରଡ୍‌

ନୂଆଦିଲ୍ଲୀ : ନିର୍ଭୟା ଘଟଣା ସାରା ଦେଶରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆନ୍ଧ୍ରପ୍ରଦେଶର ପାଲନାଡ଼ୁରୁ ଏବେ ସମାନ ଘଟଣାର ସାମ୍ନାକୁ ଆସିଛି । ଜଣେ ୩୫ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼ ଭର୍ତ୍ତି କରି ଦେଇଥିବା ଅଭିଯୋଗ ହୋଇଛି । ଗୁରୁବାର ଏହି ଘଟଣାର ଘଟିଥିବାବେଳେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଅଜଣା ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଥିବାବେଳେ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି । ପୁଲିସ ଏହି ଘଟଣାକୁ ଗୁରୁତର ନେବା ସହ ତଦନ୍ତ ଜୋରଦାର କରିଛି । ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଗୁପ୍ତାଙ୍ଗରେ ଲୁହାରଡ ଭର୍ତ୍ତି କରିଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ମହିଳା ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ ଘଟଣାକୁ ଗୁରୁତର ସହ ନେଇଥିବାବେଳେ ତଦନ୍ତ ଜୋରଦାର କରିଛି । ତେବେ ଅଭିଯୁକ୍ତ ମହିଳାଙ୍କ ପରିଚିତ କି ନାହିଁ ସେସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି । ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking