ନୂଆଦିଲ୍ଲୀ: ଓଡିଶାର ୯ ଜଣଙ୍କୁ ମିଳିବ ସାହସିକତା ପଦକ । ଏସଆଇ ଅମରେଶ ନରେନ୍ଦ୍ର , କନଷ୍ଟେବଲ ଜିତେନ୍ଦ୍ର ନାୟକଙ୍କୁ ମିଳିବ ସାହସିକତା ପଦକ । ଓଏପିଏଫ ଅର୍ଜୁନ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ୱିନୀ ବାଗଙ୍କୁ ମିଳିବ । କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ ସାହୁ , ପ୍ରଦୀପ ଶ୍ରେଷ୍ଠ , ଅଭିମନ୍ୟୁ ମାଝୀଙ୍କୁ ମିଳିବ ପଦକ ।










