25.9 C
Bhubaneswar
Monday, April 6, 2026
Homeଓଡିଶାଡେପୁଟେସନରେ ଯିବେ ନିକୁଞ୍ଜ ଧଳ

ଡେପୁଟେସନରେ ଯିବେ ନିକୁଞ୍ଜ ଧଳ

 ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ ନିକୁଞ୍ଜ ଧଳ । ଦିନେ ଦୁଇଦିନ ଭିତରେ ପ୍ରକାଶ ପାଇପାରେ ବିଜ୍ଞପ୍ତି । ୧୯୯୩ ବ୍ୟାଚ୍ ଓଡ଼ିଶା କ୍ୟାଡରର ଏହି ଆଇଏଏସ୍ ଅଧିକାରୀଙ୍କୁ ମାର୍ଚ୍ଚ ୨୦୨୩ରେ ଓଡ଼ିଶାର ସିଇଓ ଭାବରେ ନିଯୁକ୍ତି ଦିଆଯାଇଥିଲା ଏବଂ ରାଜ୍ୟରେ ୨୦୨୪ ସାଧାରଣ ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ସଫଳତା ଏବଂ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିଥିଲେ। ସିଇଓ ଭାବରେ ନିଯୁକ୍ତି ପୂର୍ବରୁ, ଧଳ ୨୦୨୩ରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ଭାବରେ କାର୍ଯ୍ୟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking