21.1 C
Bhubaneswar
Saturday, December 6, 2025
Homeଓଡିଶାପାତ୍ରପଡାରେ ଏନଏଚ୍ ଅବରୋଧ!

ପାତ୍ରପଡାରେ ଏନଏଚ୍ ଅବରୋଧ!

ଭୁବନେଶ୍ୱର:  କିଲର୍ ଥାର୍ ଧକ୍କାରେ ଝିଅ ପରେ ମାଆର ମୃତ୍ୟୁ ଘଟଣା । ପାତ୍ରପଡାରେ ଏନଏଚ୍ ଅବରୋଧ କଲେ ପରିବାର ଓ ସ୍ଥାନୀୟ ବାସିନ୍ଦା ଆଜି ମାଆର ମୃତ୍ୟୁ ପରେ ଏନଏଚ୍ ଅବରୋଧ କରିଥିଲେ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ରାସ୍ତା ଅବରୋଧ ହଟିବା ସହ ସ୍ୱାଭାବିକ ହୋଇଛି ଚଳାଚଳ ।

ଝିଅ ପରେ ଆଖି ବୁଜିଲେ ମା’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking