19.1 C
Bhubaneswar
Monday, February 2, 2026
Homeଓଡିଶାଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଅଳିଆଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଟିଟିଲାଗଡ: ଅଲୋଡା ହେଲା ଶିଶୁକନ୍ୟା । ଅଳିଗଦାରୁ ଉଦ୍ଧାର ହେଲା ଶିଶୁକନ୍ୟା । ସଇଁତଳା ଥାନା ଧରପଗଡ ନିକଟ ଅଳିଆଗଦାରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁକନ୍ୟାକୁ ସ୍ଥାନୀୟ ଅଙ୍ଗନବାଡି ଓ ଆଶାକର୍ମୀ କଲେ ଉଦ୍ଧାର । ଉଦ୍ଧାର କରି ପୋଲିସକୁ ଏନେଇ ଖବର ଦେଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟା କାହାର ଏବଂ କାହିଁକି ଅଭିଯୁକ୍ତ ସେଠାରେ ଶିଶୁକୁ ଫିଙ୍ଗିଦେଇଥିଲେ ସେନେଇ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking